ବ୍ୟକ୍ତିନିଷ୍ଠ ବିଷୟବସ୍ତୁକୁ ପରିତ୍ୟାଗ କରି କବିତାର ଭାବ ଯେବେ ବସ୍ତୁନିଷ୍ଠ ବିଷୟାବଳୀ ସହ ସଂଯୁକ୍ତ ହୁଏ, ତେବେ ତାହା ସମସ୍ତଙ୍କ ହୃଦୟକୁ ସ୍ପର୍ଶ କରିପାରିବାର ସାମର୍ଥ୍ୟ ରଖେ । ଜୀବନ କହିଲେ ଯେଉଁ ବ୍ୟାପ୍ତି, ଯେଉଁ ରହସ୍ୟମୟ ଅବବୋଧକୁ ଇଂଗିତ କରେ, ତାକୁ କବିତାର ବିଷୟବସ୍ତୁ କରିପାରିଲେ, ତାହା ପ୍ରତ୍ୟେକଙ୍କ ଅନ୍ତର୍ମନକୁ ସ୍ପର୍ଶ କରିପାରେ । ଡ. ରଥ, ତାଙ୍କର ଏହି କବିତା ସଂକଳନରେ ଜୀବନର ଅନେକ ଅବ୍ୟକ୍ତ ଅନୁଭବକୁ ଛୋଟଛୋଟ ସ୍ତବନ ମାଧ୍ୟମରେ ପରିପ୍ରକାଶ କରିଛନ୍ତି । ଜୀବନକୁ ଏକ ଦାର୍ଶନିକର ଦୃଷ୍ଟିଭଙ୍ଗୀରେ ଦେଖି ଦେଖାଇବାକୁ ଚେଷ୍ଟା କରିଛନ୍ତି । ତାଙ୍କ କାବ୍ୟ-ସ୍ୱରରେ ବୈଦିକ ଋଷିତୁଲ୍ୟ ନିର୍ଲିପ୍ତତା ଲକ୍ଷ୍ୟ କରାଯାଇପାରେ । ଦୁଃଖ-ସୁଖ, ସ୍ୱପ୍ନ-ସ୍ୱପ୍ନ ଭଂଗ, ଜୀବନ-ମୃତ୍ୟୁ ଆଦି ଅନେକ ଅବବୋଧ ଅଛି ଏ କବିତା ମାନଙ୍କରେ । ମାତ୍ର ଏସବୁର ଅଳୀକତାଠାରୁ ନିଜକୁ ବିଚ୍ଛିନ୍ନ କରି ଏକ ଉର୍ଦ୍ଧ୍ୱ ସ୍ତରରେ, ଏକ ସକାରାତ୍ମକ ସାର୍ଥକ ଦୃଷ୍ଟିଭଙ୍ଗୀ ସହ ଜୀବନକୁ ସାମ୍ନା କରିବାର ଆହ୍ୱାନ ବି ଅଛି । ଖୁବ୍ ସହଜ ସରଳ ଶବ୍ଦ ଏବଂ ଶୈଳୀ । ମାତ୍ର ଏହାର ପ୍ରଭାବ ଗଭୀର ।
ଡ. ରଥଙ୍କ ଏହି ସଂକଳନସ୍ଥ କେତେଗୁଡ଼ିଏ ପଂକ୍ତି ଆନ୍ଦୋଳିତ କଲା ।
୧) ଜୀବନ ବେଳାରେ ସୁଖର ଢେଉଟି
ସଦା ଆସେ ନାହିଁ ଫେରି
ହରଷ କାଳର ମଧୁର ସ୍ମୃତିଟି
ସଦା ପଡ଼େ ମନେ ଝରି (୧୧)
୨) ହସିଲା ମୁହଁରୁ ବୁଝନା ବଂଧୁ
ଦୁଃଖ ଯାଇଛି ଚାଲି
ଏତିକି ବୁଝିବ ଦୁଃଖକୁ ସିଏ
ହସରେ ଦେଇଛି ଗୋଳି (୯)
ସଂକଳନ 'ହେ ଜୀବନ' ପାଠକୀୟ ଆଦୃତି ଲାଭ କରି ସଫଳତା ଅର୍ଜନ କରୁ, ଏହା ହିଁ କାମନା ।
--ବଂଶୀଧର ଷଡ଼ଙ୍ଗୀ,"କବିତା ଘର", ଗୁହାଳପଡ଼ା, ନିମାପଡ଼ା, ପୁରୀ-୬
"synopsis" may belong to another edition of this title.
'ହେ ଜୀବନ!'ର କବି ଡକ୍ଟର ଲିଙ୍ଗରାଜ ରଥ ଜଣେ କୃତବିଦ୍ୟ ସାହିତ୍ୟସ୍ରଷ୍ଟା । ନିଜର ସାହିତ୍ୟ ସାଧନା ତଥା ସାମଗ୍ରିକ ସାହିତ୍ୟ କୃତି ପାଇଁ ଶ୍ରୀ ରଥ ଓଡ଼ିଶା ସାହିତ୍ୟ ଏକାଡ଼େମୀ ଦ୍ୱାରା ୨୦୨୨ ମସିହା ପାଇଁ ସମ୍ବର୍ଦ୍ଧିତ ହୋଇଛନ୍ତି । ଜଣେ ବିଶିଷ୍ଟ ଗୀତିକବି ଭାବରେ ସେ ଆକାଶବାଣୀ ଦ୍ୱାରା ୧୯୮୮ ମସିହାରେ ସ୍ୱୀକୃତିପ୍ରାପ୍ତ ହୋଇଛନ୍ତି । ତାଙ୍କ ରଚିତ ଅନେକ ଗୀତ ଆକାଶବାଣୀର ସମସ୍ତ କେନ୍ଦ୍ରଗୁଡ଼ିକରୁ ପ୍ରଚାରିତ ହୋଇ ପ୍ରଶଂସା ଅର୍ଜନ କରିଛି । ଏତଦ୍]ବ୍ୟତୀତ କ୍ୟାସେଟ୍]ରେ ଓ ସାମାଜିକ ଗଣମାଧ୍ୟମରେ ତାଙ୍କ ରଚିତ ଅନେକ ଗୀତ ଜନସାଧାରଣଙ୍କ ନିକଟରେ ପହଞ୍ôଚ ପାରିଛି । ଜଣେ ସ୍ତମ୍ଭକାର, ଗବେଷକ ଓ ଶିଶୁ ସାହିତ୍ୟ ଲେଖକ ଭାବେ ମଧ୍ୟ ସେ ବେଶ୍ ଜଣାଶୁଣା ତଥା ଓଡ଼ିଶାର ଅନେକ ଲବ୍ଧ ପ୍ରତିଷ୍ଠ ସାହିତ୍ୟ ଅନୁଷ୍ଠାନ ଦ୍ୱାରା ପୁରସ୍କୃତ ଓ ସମ୍ମାନିତ । ତାଙ୍କ ରଚିତ ପୁସ୍ତକଗୁଡ଼ିକ ହେଲା; ଗୀତି କବିତା- 'ଗୀତି ମହକ', 'ଗୀତି ପୁଲକ', 'ଗୀତି ଅମୃତ', 'ଗୀତି ନୈବେଦ୍ୟ', 'ହେ ମହାବାହୁ' 'ସବୁରି ପ୍ରଭୁ ତ ଜଣେ'; କବିତା ପୁସ୍ତକ- 'ମୁଁ ଯେ କବିଟିଏ', 'ଏ ଯେ ମୋ ମରମ ଗାଥା', 'ଘାସ ଗଛଟିଏ ମୁହିଁ', 'କବିତା ଏକଶତ', 'ପ୍ରଣୟ ଗୀତିକା'; ନିବନ୍ଧ ପୁସ୍ତକ- 'ଅନୁଶୀଳନ', 'କବି ରାଧାମୋହନ ଗଡ଼ନାୟକ କୃତି ଓ କୃତିତ୍ୱ' ଓ 'ଗଣତନ୍ତ୍ରର ଆତ୍ମା ଓ ଅନ୍ୟାନ୍ୟ ପ୍ରବନ୍ଧ'; ଶିଶୁ ପୁସ୍ତକ- 'ଗପ ପେଡ଼ି', 'ଭାରତ ମୋର ଦେଶ', 'ମନଛୁଆଁ ଗପ', 'ଗଢ଼ିବା ନୂଆ ରାଇଜ', 'ତୁମେ ହିଁ ହସିଲେ ଜଗତ ହସିବ' ଓ 'ଧୀରପାଣି ପଥର କଟେ' ।
"About this title" may belong to another edition of this title.
Seller: PBShop.store US, Wood Dale, IL, U.S.A.
PAP. Condition: New. New Book. Shipped from UK. THIS BOOK IS PRINTED ON DEMAND. Established seller since 2000. Seller Inventory # L0-9781645604693
Seller: PBShop.store UK, Fairford, GLOS, United Kingdom
PAP. Condition: New. New Book. Delivered from our UK warehouse in 4 to 14 business days. THIS BOOK IS PRINTED ON DEMAND. Established seller since 2000. Seller Inventory # L0-9781645604693
Quantity: Over 20 available
Seller: Majestic Books, Hounslow, United Kingdom
Condition: New. Print on Demand. Seller Inventory # 394373326
Quantity: 4 available
Seller: Books Puddle, New York, NY, U.S.A.
Condition: New. Print on Demand. Seller Inventory # 26402003729
Seller: Biblios, Frankfurt am main, HESSE, Germany
Condition: New. PRINT ON DEMAND. Seller Inventory # 18402003739
Quantity: 4 available
Seller: THE SAINT BOOKSTORE, Southport, United Kingdom
Paperback / softback. Condition: New. This item is printed on demand. New copy - Usually dispatched within 5-9 working days. Seller Inventory # C9781645604693
Quantity: Over 20 available
Seller: AHA-BUCH GmbH, Einbeck, Germany
Taschenbuch. Condition: Neu. nach der Bestellung gedruckt Neuware - Printed after ordering - ¿¿¿¿¿¿¿¿¿¿¿¿ ¿¿¿¿¿¿¿¿¿¿¿ ¿¿¿¿¿¿¿¿ ¿¿¿ ¿¿¿¿¿¿ ¿¿¿ ¿¿¿¿ ¿¿¿¿¿¿¿¿¿¿ ¿¿¿¿¿¿¿¿ ¿¿ ¿¿¿¿¿¿¿ ¿¿¿, ¿¿¿¿ ¿¿¿¿ ¿¿¿¿¿¿¿¿ ¿¿¿¿¿¿ ¿¿¿¿¿¿ ¿¿¿¿¿¿¿¿¿¿ ¿¿¿¿¿¿¿¿ ¿¿¿ ¿ ¿¿¿¿ ¿¿¿¿¿ ¿¿¿¿ ¿¿¿¿¿¿¿¿, ¿¿¿¿ ¿¿¿¿¿¿¿ ¿¿¿¿¿¿¿ ¿¿¿¿¿ ¿¿¿, ¿¿¿¿ ¿¿¿¿¿¿ ¿¿¿¿¿¿¿¿¿ ¿¿¿¿¿¿¿¿¿, ¿¿¿¿ ¿¿¿¿¿¿¿¿¿¿¿ ¿¿¿¿¿¿¿¿¿¿ ¿¿¿¿¿¿ ¿¿¿¿¿¿¿ ¿ ¿. ¿¿, ¿¿¿¿¿¿ ¿¿¿ ¿¿¿¿¿ ¿¿¿¿¿¿¿ ¿¿¿¿¿ ¿¿¿¿ ¿¿¿¿¿¿¿ ¿¿¿¿¿¿¿ ¿¿¿¿¿¿ ¿¿¿¿¿ ¿¿¿¿¿¿¿¿ ¿¿¿¿¿¿¿¿¿ ¿¿¿¿¿¿¿¿ ¿ ¿¿¿¿¿¿ ¿¿ ¿¿¿¿¿¿¿¿¿ ¿¿¿¿¿¿¿¿¿¿¿¿¿ ¿¿¿¿ ¿¿¿¿¿¿¿¿¿ ¿¿¿¿¿¿ ¿¿¿¿¿¿¿¿ ¿ ¿¿¿¿¿ ¿¿¿¿¿-¿¿¿¿¿¿ ¿¿¿¿¿ ¿¿¿¿¿¿¿¿ ¿¿¿¿¿¿¿¿¿¿¿ ¿¿¿¿¿¿ ¿¿¿¿¿¿¿¿¿¿ ¿ ¿¿¿¿-¿¿¿, ¿¿¿¿¿¿-¿¿¿¿¿¿ ¿¿¿, ¿¿¿¿-¿¿¿¿¿¿ ¿¿¿ ¿¿¿¿ ¿¿¿¿¿ ¿¿¿ ¿ ¿¿¿¿¿ ¿¿¿¿¿¿¿¿ ¿ ¿¿¿¿¿ ¿¿¿¿¿ ¿¿¿¿¿¿¿¿¿¿ ¿¿¿¿¿ ¿¿¿¿¿¿¿¿¿ ¿¿¿ ¿¿ ¿¿¿¿¿¿¿¿ ¿¿¿¿¿¿, ¿¿ ¿¿¿¿¿¿¿¿¿ ¿¿¿¿¿¿ ¿¿¿¿¿¿¿¿¿¿¿ ¿¿ ¿¿¿¿¿¿ ¿¿¿¿¿¿ ¿¿¿¿¿¿ ¿¿¿¿¿¿ ¿¿ ¿¿¿ ¿ ¿¿¿¿ ¿¿¿ ¿¿¿ ¿¿¿¿ ¿¿¿ ¿¿¿¿ ¿ ¿¿¿¿¿ ¿¿¿¿ ¿¿¿¿¿¿ ¿¿¿¿ ¿¿. ¿¿¿¿¿ ¿¿¿ ¿¿¿¿¿¿¿¿ ¿¿¿¿¿¿¿¿¿¿ ¿¿¿¿¿¿ ¿¿¿¿¿¿¿¿ ¿¿¿ ¿¿) ¿¿¿¿ ¿¿¿¿¿¿ ¿¿¿¿ ¿¿¿¿¿¿¿¿ ¿¿¿ ¿¿¿¿¿ ¿¿¿¿¿¿¿ ¿¿¿¿ ¿¿¿¿ ¿¿¿¿¿¿¿¿¿¿¿ ¿¿¿ ¿¿¿ ¿¿¿ (¿¿)¿) ¿¿¿¿¿ ¿¿¿¿¿¿ ¿¿¿¿¿ ¿¿¿¿¿¿¿¿ ¿¿¿¿¿ ¿¿¿¿¿¿¿¿¿ ¿¿¿¿¿ ¿¿¿¿¿¿ ¿¿¿¿¿¿¿ ¿¿¿¿¿ ¿¿¿¿ (¿)¿¿¿¿¿ '¿¿ ¿¿¿¿' ¿¿¿¿¿¿ ¿¿¿. Seller Inventory # 9781645604693
Quantity: 1 available
Seller: preigu, Osnabrück, Germany
Taschenbuch. Condition: Neu. Hey Jibana! | Lingaraj Rath | Taschenbuch | Oriya-Sprache | 2023 | BLACK EAGLE BOOKS | EAN 9781645604693 | Verantwortliche Person für die EU: Libri GmbH, Europaallee 1, 36244 Bad Hersfeld, gpsr[at]libri[dot]de | Anbieter: preigu Print on Demand. Seller Inventory # 128225727
Quantity: 5 available