ରୋହିତ ଦାଶ ପେଶାରେ ଜଣେ ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ " ଆଦ୍ୟ ଅକ୍ଷର" କବିଙ୍କ କାବ୍ୟ ଜୀବନର ପ୍ରଥମ ସ୍ବାକ୍ଷର । ନୁଆଁ ନୁଆଁ କଲେଜରେ ପଢୁଥିବା ବେଳର ଆଦ୍ୟ ସ୍ତୁତି, ଆଦ୍ୟ ପୁଲକ ଯାହା ସ୍ଵତଃ ଝରି ଆସିଥିଲା ତାଙ୍କ କଲମମୁନରୁ କବିତା ହୋଇ ସେ ସବୁରୁ ଉଈ ମୁହଁରୁ ବଂଚି ଯାଉଥିବା କିଛି କବିତା ଏ ସଂକଳନରେ ତାରିଖର କ୍ରମାନ୍ଵୟରେ ସନ୍ନିବେଶିତ । ଏ ସଂକଳନରେ ସନ୍ନିବେସିତ କବିତାସବୁକୁ ସେ କୁହନ୍ତି । କଂଚା ବୟସର ଅନଭିଜ୍ଞ ହାତର ସ୍ଵାକ୍ଷର ଆଧୁନିକ ମଣିଷର ପ୍ରେମ,ନିରାଶା, ଅସହାୟତା, ଦୁଃଖଦୁର୍ଦଶା, ଅଜଣା ଅବୁଝା ରହସ୍ୟ, ସନ୍ଦିହାନମୟ ସ୍ଥିତି ଓ ଅସ୍ତିତ୍ବ, ସଂଶୟ, ଜୀବନ ଜୀବିବିଷା, ଜିଜ୍ଞାସା, ଦ୍ବିଧାବୋଧ ହିଁ ଏ କବିତାସବୁର ମୁଳପିଣ୍ଡ । ଛନ୍ଦମୁକ୍ତ ହେଲେବି କବିତା ସବୁରେ ଥିବା ସାଙ୍ଗିତିକତା ହିଁ ଏ କବିତାର ମୁଖ୍ୟ ଆକର୍ଷଣ ରୋହିତ ଦାଶ ଜଣେ ଚର୍ଚ୍ଚିତ କବି ଓ ଗାଳ୍ପିକ । ଦେଶ ବିଦେଶର ପତ୍ର ପତ୍ରିକାରେ ତାଙ୍କର ଅନେକ ଲେଖା ପ୍ରକାଶିତ ତାଙ୍କର ଲେଖା ମଧ୍ୟ ଅନ୍ୟ ଅନେକ ଭାଷାକୁ ଅନୁଦିତ (ଆଦ୍ୟ ଅକ୍ଷର ତାଙ୍କ ପ୍ରକାଶିତ ୧୪ ତମ ପୁସ୍ତକ ।ଆଗରୁ ପ୍ରକାଶ ପାଇଥିବା ତାଙ୍କର ୫ ଟି କବିତା ସଂକଳନ, ୪ ଟି ଗପ ବହି, ୧ ଉପନ୍ୟାସ ଓ ୩ ଟି ଇଂରାଜୀ କବିତା ସଂକଳନ ପାଠକ ମହଲରେ ବେଶ ଆଦୃତ ହେଇ ସାରିଛି ।
"synopsis" may belong to another edition of this title.
Seller: PBShop.store US, Wood Dale, IL, U.S.A.
PAP. Condition: New. New Book. Shipped from UK. THIS BOOK IS PRINTED ON DEMAND. Established seller since 2000. Seller Inventory # L0-9789355041524
Seller: PBShop.store UK, Fairford, GLOS, United Kingdom
PAP. Condition: New. New Book. Delivered from our UK warehouse in 4 to 14 business days. THIS BOOK IS PRINTED ON DEMAND. Established seller since 2000. Seller Inventory # L0-9789355041524
Quantity: Over 20 available
Seller: Revaluation Books, Exeter, United Kingdom
Condition: Brand New. In Stock. Seller Inventory # x-9355041527
Quantity: 2 available
Seller: AHA-BUCH GmbH, Einbeck, Germany
Taschenbuch. Condition: Neu. nach der Bestellung gedruckt Neuware - Printed after ordering - ¿¿¿¿¿ ¿¿¿ ¿¿¿¿¿¿ ¿¿¿ ¿¿¿¿¿¿¿¿¿¿¿ ¿¿¿¿¿¿¿ ¿¿¿¿¿¿¿ ' ¿¿¿¿ ¿¿¿¿¿' ¿¿¿¿¿¿ ¿¿¿¿¿ ¿¿¿¿¿ ¿¿¿¿¿ ¿¿¿¿¿¿¿¿ ¿ ¿¿¿¿ ¿¿¿¿ ¿¿¿¿¿¿ ¿¿¿¿¿¿¿ ¿¿¿¿ ¿¿¿¿ ¿¿¿¿¿¿, ¿¿¿¿ ¿¿¿¿ ¿¿¿¿ ¿¿¿¿¿ ¿¿¿ ¿¿¿¿¿¿¿ ¿¿¿¿¿ ¿¿¿¿¿¿¿¿ ¿¿¿¿¿ ¿¿¿ ¿¿ ¿¿¿¿¿ ¿¿ ¿¿¿¿¿¿ ¿¿¿¿ ¿¿¿¿¿¿¿ ¿¿¿¿ ¿¿¿¿¿ ¿ ¿¿¿¿¿¿¿ ¿¿¿¿¿¿ ¿¿¿¿¿¿¿¿¿¿¿ ¿¿¿¿¿¿¿¿¿¿ ¿ ¿ ¿¿¿¿¿¿¿ ¿¿¿¿¿¿¿¿¿¿ ¿¿¿¿¿¿¿¿¿¿ ¿¿ ¿¿¿¿¿¿¿ ¿ ¿¿¿¿ ¿¿¿¿ ¿¿¿¿¿¿¿ ¿¿¿¿ ¿¿¿¿¿¿¿¿ ¿¿¿¿¿¿ ¿¿¿¿¿ ¿¿¿¿¿,¿¿¿¿¿¿, ¿¿¿¿¿¿¿, ¿¿¿¿¿¿¿¿¿¿¿, ¿¿¿¿ ¿¿¿¿¿ ¿¿¿¿¿, ¿¿¿¿¿¿¿¿¿¿ ¿¿¿¿¿¿ ¿ ¿¿¿¿¿¿¿¿, ¿¿¿¿, ¿¿¿¿ ¿¿¿¿¿¿¿¿, ¿¿¿¿¿¿¿¿, ¿¿¿¿¿¿¿¿¿ ¿¿¿ ¿ ¿¿¿¿¿¿¿¿¿ ¿¿¿¿¿¿¿¿ ¿ ¿¿¿¿¿¿¿¿¿ ¿¿¿¿¿¿ ¿¿¿¿¿ ¿¿¿¿¿ ¿¿¿¿ ¿¿¿¿¿¿¿¿¿¿¿ ¿¿¿ ¿ ¿¿¿¿¿¿ ¿¿¿¿¿ ¿¿¿¿¿¿ ¿¿¿¿¿ ¿¿¿ ¿¿¿ ¿¿¿¿¿¿¿¿ ¿¿¿ ¿ ¿¿¿¿¿¿¿ ¿ ¿¿¿ ¿¿¿¿¿¿ ¿¿¿¿ ¿¿¿¿¿¿¿¿¿ ¿¿¿¿¿¿ ¿¿¿¿ ¿¿¿¿ ¿¿¿¿¿¿¿¿ ¿¿¿¿¿¿ ¿¿¿¿ ¿¿¿¿ ¿¿¿¿ ¿¿¿¿ ¿¿¿¿¿¿ ¿¿¿¿¿¿ (¿¿¿¿ ¿¿¿¿¿ ¿¿¿¿¿ ¿¿¿¿¿¿¿¿ ¿¿ ¿¿ ¿¿¿¿¿¿ ¿¿¿¿¿ ¿¿¿¿¿¿ ¿¿¿¿¿¿¿ ¿¿¿¿¿¿ ¿ ¿¿ ¿¿¿¿¿ ¿¿¿¿¿, ¿ ¿¿ ¿¿ ¿¿¿, ¿ ¿¿¿¿¿¿¿ ¿ ¿ ¿¿ ¿¿¿¿¿¿ ¿¿¿¿¿ ¿¿¿¿¿ ¿¿¿¿ ¿¿¿¿¿ ¿¿¿ ¿¿¿¿ ¿¿¿ ¿¿¿¿¿¿ ¿. Seller Inventory # 9789355041524
Quantity: 2 available
Seller: preigu, Osnabrück, Germany
Taschenbuch. Condition: Neu. ADYA AKHYARA | Rohit Kumar Dash | Taschenbuch | Oriya-Sprache | 2022 | SUBHARAMBH PUBLICATION HOUSE | EAN 9789355041524 | Verantwortliche Person für die EU: Libri GmbH, Europaallee 1, 36244 Bad Hersfeld, gpsr[at]libri[dot]de | Anbieter: preigu Print on Demand. Seller Inventory # 136969655
Quantity: 5 available