Swami Ramanujacharya (Oriya Edition)
Language: Odia
Published by Black Eagle Books, 2023
- Softcover
- New

Seller: Biblios, frankfurt am main, hessen, GermanyBiblios
AbeBooks seller since September 10, 2024
Condition: New
US$ 28.28
Quantity: 4 available
Add to basketItem description from seller
PRINT ON DEMAND.
Seller Inventory # 18396691075
- Title
- Swami Ramanujacharya (Oriya Edition)
- Author
- Das, Saumya Ranjan
- Publisher
- Black Eagle Books
- Publication year
- 2023
- Condition
- New
- Binding
- Soft cover
- Language
- Odia
- ISBN 10
- 1645603458
- ISBN 13
- 9781645603450
ସାଧାରଣ ମନୁଷ୍ୟ ସୀମିତ ଶକ୍ତି ଓ ସ୍ୱଳ୍ପ ଆୟୁଷର ଅଧିକାରୀ ହୋଇଥିବା ହେତୁ, ସେ ନିଜସ୍ୱ ବୁଦ୍ଧି ଓ ଉଦ୍ୟମ ଦ୍ୱାରା ଜଗତର ସ୍ରଷ୍ଟା ପରମତତ୍ତ୍ୱଙ୍କୁ ନିରୂପଣ କରିପାରିବା ଅତି କଷ୍ଟସାଧ୍ୟ ଅଟେ । ପରତତ୍ତ୍ୱଙ୍କ ବିଷୟରେ ଜାଣିବାକୁ ହେଲେ, ପରତତ୍ତ୍ୱଦର୍ଶୀ ମହାମାନବ ମାନଙ୍କ ଦ୍ୱାରା ପ୍ରଦତ୍ତ ଭଗବଦ୍ ଜ୍ଞାନର ଆଶ୍ରୟ ନେବା ହିଁ ଉତ୍ତମ ପନ୍ଥା ଅଟେ । ସେହିପରି ମହାପୁରୁଷ ମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ, ଜଗତଗୁରୁ ସ୍ୱାମୀ ରାମାନୁଜାଚାର୍ଯ୍ୟ ଭାରତବର୍ଷରେ ଜଣେ ମହାନ୍ ଦାର୍ଶନିକ ତଥା 'ଶ୍ରୀ ସଂପ୍ରଦାୟ'ର ଜଣେ ବିଶିଷ୍ଟ ଆଚାର୍ଯ୍ୟ ରୂପେ ସୁପ୍ରସିଦ୍ଧ । ତାଙ୍କର ଅନେକ ନାମମାନଙ୍କ ମଧ୍ୟରେ ରାମାନୁଜ, ୟତିରାଜ ଓ ଭାଷ୍ୟକାର ଆଦି ନାମରେ ସେ ଜନମାନସରେ ଖ୍ୟାତିଲାଭ କରିଛନ୍ତି । ବିଶେଷ ମାନ୍ୟତା ଅଛି ଯେ, ବୈକୁଣ୍ଠ ଅଧିପତି ଶ୍ରୀ ନାରାୟଣଙ୍କ ଅନ୍ତରଙ୍ଗ ପାର୍ଷଦ ଅନନ୍ତଶେଷ ହିଁ କଳିଯୁଗର ମନୁଷ୍ୟସମାଜକୁ ଭଗବଦ୍ ଶରଣାଗତିର ପଥ ପ୍ରଦର୍ଶନ କରିବାପାଇଁ ରାମାନୁଜଙ୍କ ରୂପରେ ଅବତାର ଗ୍ରହଣ କରିଥିଲେ । ସ୍ୱୟଂ ଭଗବାନ ନାରାୟଣ କଳିଯୁଗର ମନୁଷ୍ୟମାନଙ୍କ ଉଦ୍ଧାର ନିମନ୍ତେ ଶ୍ରୀବୈଷ୍ଣବ ସଂପ୍ରଦାୟର ଆରମ୍ଭ କରିଥିଲେ । ଭଗବତୀ ମହାଲକ୍ଷ୍ମୀ ଏହି ସଂପ୍ରଦାୟର ଦ୍ୱିତୀୟ ଗୁରୁ ଅଟନ୍ତି । ତାଙ୍କରି ମହିମା ଧାରଣ କରିଥିବାରୁ, ଏହି ଗୁରୁ ପରମ୍ପରା ଶ୍ରୀ ସଂପ୍ରଦାୟ ନାମରେ ସୁପରିଚିତ । ମାତା ମହାଲକ୍ଷ୍ମୀଙ୍କ ଠାରୁ ଏହି ଶରଣାଗତି ଜ୍ଞାନ ବୈକୁଣ୍ଠଧାମର ସେନାଧ୍ୟକ୍ଷ ବିଶ୍ୱକ୍ସେନ ଗ୍ରହଣ କରିଥିଲେ । ପୃଥିବୀ ପୃଷ୍ଠରେ ସର୍ବପ୍ରଥମେ ଶଠକୋପ ମୁନି ବିଶ୍ୱକ୍ସେନଙ୍କ ଠାରୁ ଏହାକୁ ଲାଭ କରିଥିଲେ ଏବଂ ତାଙ୍କରି ଉଦ୍ୟମରେ ଏହି 'ଶ୍ରୀ ସଂପ୍ରଦାୟ' ଆଜି ପର୍ଯ୍ୟନ୍ତ ପ୍ରଚଳିତ ହୋଇ ଆସିଛି । ସ୍ୱାମୀ ରାମାନୁଜ ଏହି ସଂପ୍ରଦାୟର ପ୍ରମୁଖ ଆଚାର୍ଯ୍ୟ ରୂପରେ ପରିଗଣିତ । ସହସ୍ର ସହସ୍ର ନରନାରୀ ରାମାନୁଜଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଶରଣାଗତି ମାର୍ଗକୁ ଆପଣାଇ ନେଇଥିଲେ ଏବଂ ନିଜର ମନୁଷ୍ୟ ଜନ୍ମକୁ ସାର୍ଥକ କରିପାରିଥିଲେ ।
"Synopsis" may belong to another edition of this title.
About the Author
"About the title" may belong to another edition of this title.
Biblios
frankfurt am main, hessen, Germany
AbeBooks seller since September 10, 2024
Shipping rates from Germany to U.S.A.
| Item | 25 to 45 business days | 8 to 14 business days |
|---|---|---|
| First item | US$ 11.16 | US$ 20.98 |
Payment methods
Store description
We carry a wide selection of books from South Asia, United States, UK.
Specialty
new books imported from india, uk, usaSeller's business information
Readingos GmbH
Kaiserstraße 47
Frankfurt am Main, Germany 60329
Shipping terms
To ensure faster delivery, books may be shipped from any of the following locations Germany, the United Kingdom (UK), the United States (US), based on the buyer's address and product availability.